ସିରିଆମାନେ ପଳାୟନ କରନ୍ତି

1. ଇଲୀଶାୟ କହିଲେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ସଦାପ୍ରଭୁ ଏହି କଥା କହନ୍ତି, 'କାଲି ପ୍ରାଯ ଏହି ସମୟକୁ ପ୍ରଚୁର ଖାଦ୍ୟ ଆସିବ ଏବଂ ଏହା ପୁଣି ଅତି ଶସ୍ତା ହବେ। ଜଣେ ବ୍ଯକ୍ତି ଶମରିଯାର ନଗର ଦ୍ବାର ରେ ଏକ ଶକେଲ ରେ ଏକ ଝୁଡିର ସୁନ୍ଦର ମଇଦା ଓ ସହେି ମୂଲ୍ଯ ରେ ଦୁଇ ଝୁଡି ୟବ କିଣିବ।'

2. ସନୋପତି ୟିଏ ରାଜା ଙ୍କର ନିକଟର ଥିଲେ ପରମେଶ୍ବର ଲୋକଙ୍କୁ ଉତ୍ତର ଦେଲେ। ଦେଖ, ଯବେେ ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି ତବେେ ମଧ୍ଯ ସମ୍ଭବ ହାଇେ ପାରିବ ନାହିଁ?

ସିରିଆମାନେ ପଳାୟନ କରନ୍ତି

3. ସହେି ସମୟରେ ନଗରଦ୍ବାର ପ୍ରବେଶ ସ୍ଥାନ ରେ ଗ୍ଭରିଜଣ କୁଷ୍ଠୀ ଥିଲେ। ସମାନେେ ପରସ୍ପରକୁ କହିଲେ, ଆମ୍ଭମାନେେ ମୃତ୍ଯୁକୁ ଅପେକ୍ଷା କରି ଏଠା ରେ କାହିଁକି ବସିଅଛୁ?

4. ଶମରିଯା ରେ ଦୁର୍ଭିକ୍ଷ, ଆମ୍ଭମାନେେ ଯଦି ନଗର ଭିତରକୁ ୟିବା ତବେେ ମରିବା। ଯଦି ଏହି ସ୍ଥାନ ରେ ରହିବା, ତବେେ ବି ମରିବା। ତେଣୁ ଗ୍ଭଲ ଅରାମୀଯ ସୈନ୍ଯ ଶିବିରକୁ ୟିବା। ଯଦି ସମାନେେ ବଞ୍ଚାଇବେ, ତବେେ ଆମ୍ଭେ ବଞ୍ଚିବା। ଯବେେ ଆମ୍ଭକୁ ମାରିବେ, ତବେେ ଆମ୍ଭମାନେେ ମରିବା।

5. ତେଣୁ ସହେିଦିନ ସନ୍ଧ୍ଯା ରେ ସେ ଗ୍ଭରିଜଣ କୁଷ୍ଠୀ ଅରାମୀଯ ଶିବିରକୁ ଗଲେ। ସମାନେେ ଅରାମୀଯ ଶିବିରର ବାହାର ସୀମା ରେ ପହଞ୍ଚି ଦେଖିଲେ, ସଠାେରେ କୌଣସି ମନୁଷ୍ଯ ନାହିଁ।

6. କାରଣ ସଦାପ୍ରଭୁ ଅରାମୀଯ ସୈନ୍ଯମାନଙ୍କୁ ରଥ ଶଦ୍ଦ, ଅଶ୍ବ ଶଦ୍ଦ ଓ ବିପୁଳ ସୈନ୍ଯବାହିନୀର ଶଦ୍ଦ ଶୁଣାଇବାକୁ କାରଣ ହେଲେ। ତହିଁରେ ସମାନେେ ପରସ୍ପରକୁ କହିଲେ, ଦେଖ, ଇଶ୍ରାୟେଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ହିତ୍ତୀଯ ଓ ମିଶରୀଯ ରାଜଗଣଙ୍କୁ ଆମ୍ଭ ବିରୁଦ୍ଧ ରେ ବତନେ ଦଇେ ନିୟୁକ୍ତ କରିଅଛି।

7. ତେଣୁ ଅରାମୀଯ ସୈନ୍ଯମାନେ ଗୋଧୂଳି ସମୟରେ ଶିବିର ଛାଡି ପଳାଯନ କଲେ। ସମାନେେ ସମାନଙ୍କେର ତମ୍ବୁ, ଅଶ୍ବ ଗର୍ଦ୍ଦଭ ଆଦି ସମସ୍ତ ଜିନିଷ ଛାଡି ଜୀବନ ରକ୍ଷା କରିବାକୁ ପଳାଯନ କଲେ।

8. ଏହାପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସମାନେେ ସହେି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସମାନଙ୍କେ ପାଇଁ ନଇଗେଲେ ଏବଂ ପଳାଇଲେ ଏବଂ ସହେି ଜିନିଷଗୁଡିକୁ ଲୁଗ୍ଭଇ ରଖିଲେ। ତା'ପରେ ଶିବିରକୁ ଫରେିଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ଯ ନଇୟୋଇ ତାକୁ ଲୁଗ୍ଭଇ ରଖିଲେ।

9. ତା'ପରେ ଏହି କୁଷ୍ଠୀମାନେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ, ଆମ୍ଭମାନେେ ଭଲ କରୁନାହୁଁ, ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭମାନେେ ନୀରବ ରହୁଛୁ। ଯଦି ଆମ୍ଭେ ପ୍ରଭାତ ହବୋ ପର୍ୟ୍ଯନ୍ତ ବିଳମ୍ବ କରିବା ତବେେ ଆମ୍ଭମାନେେ ଦଣ୍ତିତ ହବୋ। ତବେେ ଆସ ଏ ସମ୍ବାଦ ରାଜଗୃହ ରେ ଦବୋ।

10. ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ବାରୀକୁ ଡାକି କହିଲେ। ସମାନଙ୍କେୁ ଜଣାଇ କହିଲେ, ଆମ୍ଭମାନେେ ଅରାମୀଯ ଛାଉଣୀକୁ ୟାଇଥିଲୁ ଏବଂ ସଠାେରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ଯକ୍ତି ବିଷଯ ରେ ଶୁଣିଲୁ ନାହିଁ। କୌଣସି ମଣିଷ ନଥିଲେ, କାହାରି ଶଦ୍ଦ ଶୁଣିଲୁ ନାହିଁ। ଅଶ୍ବ ଗର୍ଦ୍ଦଭ ସଠାେରେ ବନ୍ଧା ହାଇେ ରହିଛନ୍ତି ଓ ତମ୍ବୁଗୁଡିକ ସହେିପରି ଅଛି।

11. ତା'ପରେ ଦ୍ବାରୀମାନେ ଚିତ୍କାର କରି ଏସମ୍ବାଦ ରାଜଗୃହର ଲୋକମାନଙ୍କୁ ଦେଲେ।

12. ସହେି ରାତ୍ରି ସମୟରେ ରାଜା ଉଠି ନିଜର ଦାସମାନଙ୍କୁ କହିଲେ, ଅରାମୀଯ ସୈନ୍ଯମାନେ ଯାହା ଆମ୍ଭମାନଙ୍କ ପ୍ରତି କରିଛନ୍ତି ତାହା ମୁଁ ଏବେ କହିବି। ସମାନେେ ଜାଣନ୍ତି ଆମ୍ଭମାନେେ କ୍ଷୁଧାର୍ତ୍ତ। ତେଣୁ ସମାନେେ ଶିବିରରୁ ବାହାରି କ୍ଷେତ୍ର ମଧିଅରେ ଲୁଚି ରହିଛନ୍ତି। ସମାନେେ ଭାବିଛନ୍ତି 'ଯେତବେେଳେ ଆମ୍ଭମାନେେ ନଗରରୁ ବାହାରିବା ସମାନେେ ଆମ୍ଭମାନଙ୍କୁ ଜୀବନ୍ତ ଧରି ନଗର ରେ ପ୍ରବେଶ କରିବେ।'

13. ରାଜାଙ୍କର ଉଚ୍ଚ ଅଧିକାରୀ ମଧ୍ଯରୁ ଜଣେ କହିଲା, ନଗର ବାହା ରେ ଅବଶିଷ୍ଟ ଥିବା ପାଞ୍ଚଟି ଅଶ୍ବ ରେ କେତକେ ଲୋକ ୟାଇ ଦେଖନ୍ତୁ। ନଗର ରେ ସହେି ଅଶ୍ବଗୁଡିକ ପଳାଇଛନ୍ତି, କିନ୍ତୁ ଇଶ୍ରାୟେଲର ଲୋକମାନେ ଯେଉଁମାନେ ନଗରରୁ ପଳାଇଛନ୍ତି ସହେିପରି ସମାନେେ ମରିବେ।

14. ତେଣୁ ସମାନେେ ଅଶ୍ବ ସହିତ ଦୁଇଟି ରଥ ନେଲେ। ରାଜା ସମାନଙ୍କେୁ ଅରାମୀଯ ସୈନ୍ଯମାନଙ୍କ ପେଛ ପଠାଇଲେ। ରାଜା ସମାନଙ୍କେୁ କହିଲେ, ୟା ଏବଂ ଦେଖ କ'ଣ ଘଟିଛି?

15. ଅରାମୀଯ ସୈନ୍ଯମାନେ ୟାଇଥିବା ପଥରେ ସମାନେେ ୟର୍ଦ୍ଦନ ନଦୀ ପର୍ୟ୍ଯନ୍ତ ଗଲେ। ସମଗ୍ର ପଥଟି ଅରାମୀଯମାନଙ୍କର ଦ୍ରୁତ ପଳାଯନ ରେ ଛାଡି ୟାଇଥିବା ବସ୍ତ୍ର ଓ ଅସ୍ତ୍ର ଆଦି ପାତ୍ରମାନଙ୍କ ରେ ପୂର୍ଣ୍ଣ ଥିଲା। ସମାନେେ ଫରେିଆସି ରାଜାଙ୍କୁ ଏହା ଜଣାଇଲେ।

16. ତା'ପରେ ଲୋକମାନେ ନଗର ବାହାରକୁ ଗଲେ ଓ ଅରାମୀଯମାନଙ୍କ ଛାଉଣୀ ରେ ପଶି ସମସ୍ତ ଲୁଣ୍ଠନ କଲେ। ସେଥି ରେ ପ୍ରଚୁର ସାମଗ୍ରୀମାନ ଥିଲା। ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଏକ ଝୁଡି ସରୁ ମଇଦା ଏକ ଶକେଲ ରେ ଓ ଦୁଇ ଝୁଡି ୟବ ଏକ ଶକେଲ ରେ ବିକ୍ରି କରାଗଲା।

17. ରାଜା ତାଙ୍କ ଅତି ନିକଟ ସନୋପତିଙ୍କୁ ନଗରଦ୍ବାର ରକ୍ଷା କରିବାକୁ ନିୟୁକ୍ତି କଲେ। ମାତ୍ର ଲୋକମାନେ ଖାଦ୍ୟ ଆଣିବାକୁ ଗଲା ବେଳେ ସମାନେେ ସନୋପତିକଙ୍କ ଲୋକକୁ ଦଳି ଦେଲେ ତହିଁରେ ସେ ମରିଗଲା। ରାଜା ଯେତବେେଳେ ଇଲୀଶାୟ ଗୃହକୁ ୟାଇଥିଲେ ଇଲୀଶାୟ ଯାହା କହିଥିଲେ ତାହାହିଁ ସବୁ ଘଟିଲା।

18. ଇଲୀଶାୟ ରାଜାଙ୍କୁ କହିଥିଲେ, କାଲି ପ୍ରାଯ ଏହି ସମୟରେ ଶମରିଯାର ନଗର ଦ୍ବାର ରେ ଜଣେ ଲୋକ ଏକ ଝୁଡି ମଇଦା ଏକ ଶକେଲ ରେ ଓ ଦୁଇ ଝୁଡି ୟବ ଏକ ଶକେଲ ରେ ବିକ୍ରି କରିବ।

19. ମାତ୍ର ସହେି ସନୋପତି ପରମେଶ୍ବରଙ୍କ ଲୋକକୁ ଉତ୍ତର କରି କହିଥିଲା, ଦେଖ, ଯଦି ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି, ଏପରି ଘଟିବ ନାହିଁ? ସେତବେେଳେ ଇଲୀଶାୟ ସନୋପତିକୁ ଉତ୍ତର ଦେଲେ, ତୁମ୍ଭେ ନିଜେ ସ୍ବଚକ୍ଷୁ ରେ ଏହା ଦେଖିବ, ମାତ୍ର ତୁମ୍ଭେ ସେଥିରୁ ଭୋଜନ କରିବ ନାହିଁ।

20. ସହେିପରି ତାହା ପ୍ରତି ଘଟିଲା। କାରଣ ଲୋକମାନେ ନଗରଦ୍ବାର ରେ ତାକୁ ଦଳି ଦବୋରୁ ସେ ମଲା।

Bibles

Books

Chapters